ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ (ଏପିଆଇ) ଓଡ଼ିଶା ଚାପ୍ଟର ତରଫରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଳ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଆରକ୍ଷୀ ଅଧୀକ୍ଷକ ନୀତେଶ ସ୍ୱାଧୱାନୀ ଏବଂ ଜିଲ୍ଲା ଜଙ୍ଗଲ ଅଧିକାରୀ ବିବେକ କୁମାର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅତିଥିମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପିଆଇ ର ଏହିପରି ଜନକଲ୍ୟାଣକାରୀ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ | ଜିଲ୍ଲାପାଳ ଓ ପୁଲିସ ପ୍ରଶାସନ ତରଫରୁ ସ୍ୱାସ୍ଥ୍ୟ ସେବା ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରକାର ପ୍ରକାରର ସହଯୋଗର ଆଶ୍ ଆଶ୍ଵାସନା ଦିଆଯାଇଥିଲା । ଶିବିରରେ ରୋଗୀମାନଙ୍କୁ ମାଗଣା ରକ୍ତଚାପ, ରକ୍ତଚାପ, ମଧୁମେହ ପରୀକ୍ଷା, ଇସିଜି ପରୀକ୍ଷା ସହ ସହ ଆବଶ୍ୟକୀୟ ଔଷଧ ବଣ୍ଟନ କରାଯାଇ ଇଥିଲା । ତା ଲଳିତ ମେହେର (ଏମ ଏମଡି, କିମସ),
ଡ଼ଃ ବିକ୍ରମାଦିତ୍ୟ ପାଢ଼ୀ (ହୃଦରୋଗ ବିଶେଷଜ୍ଞ, ସମ୍ବଲପୁର), ଭୁବନ ପଟେଲ (ଗ୍ୟାଷ୍ଟ୍ରୋ ବିଶେଷଜ୍ଞ), ଡଃ ଦୀପକ ପାଣିଗ୍ରାହୀ (କର୍କଟ ରୋଗ ବିଶେଷଜ୍ଞ, ସମ୍ବଲପୁର), ଡଃ ଅସୀମ ମହାଳିକ( ସ୍ନାୟୁ ବିଶେଷଜ୍ଞ, କିମସ) ସମେତ ବହୁ ବିଭାଗର ୧୫ ରୁ ଉର୍ଦ୍ଧ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ ଥିଲେ । ଋତୁକାଳୀନ ରୋଗ, ରୋଗ, ମଧୁମେ ମେହ, ଉଚ୍ଚ ରକ୍ତଚାପ ଏବଂ ସ୍ଵଚ୍ଛତା ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଓ ଏପିଆଇର ମିଳିତ ସହଯୋଗରେ ଏପରି ଶିବିର ଆୟୋଜନ ହୋଇଥିବାରୁ ସ୍ଥାନୀୟ ଲୋକେ ଗଭୀର ସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ଓ ଆୟୋଜକଙ୍କୁ ସାଧୁବାଦ ଛନ୍ତି । ଏହି ସ୍ବାସ୍ଥ୍ୟ ଶିବିରରେ ରେ ଜଣାଇଛନ୍ତି ସ୍ବାସ୍ଥ୍ୟ ଶିବିରରେ ଉନ୍ନତ ସହ ରୁ ଉଦ୍ଧ ରୋଗୀଙ୍କ ପଞ୍ଜିକରଣ କରି ପରିକ୍ଷା କରାଇଥିଲେ। ଏହି ନୃତ ମାନର ଔଷଧ ରୋଗୀଙ୍କୁ ଦିଆଯାଉଥିଲା। ଚିତ୍ରକୋଣ୍ଡା ମେଡିକାଲ ଅଧ୍ୟକ୍ଷ ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହନ୍ତ, କିରାଣୀ ଶ୍ରୀ ରାଜେନ୍ଦ୍ର କୁ କୁମାର ଦାସ ଏବଂ ସମସ୍ତ କର୍ମକର୍ତ୍ତା ଙ୍କ ପ୍ରୟାସ ୟାସରେ କାର୍ଯ୍ୟକ୍ରମ ଟି ବେଶ ଉନ୍ନତ ମାନର ହେବା ସହ ସମ ଫଳ ରୂପାୟନ ହୋଇଥିଲା ।
ଚିତ୍ରକୋଣ୍ଡା ଚିକିତ୍ସାଳୟରେ ଏପିଆଇ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
















Leave a Reply