ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଓ ଆଭିମୁଖ୍ୟ ଅନୁଯାୟୀ ଛାତ୍ରୀ ସଂସଦର ବିଭିନ୍ନ ପଦବୀ ପାଇଁ ‘ଚୟନ ପ୍ରକ୍ରିୟା’ ମାଧ୍ୟମରେ ଛାତ୍ରୀ ପ୍ରତିନିଧି ମନୋନୀତ କରାଯାଇଛି।
ମହାବିଦ୍ୟାଳୟର ସ୍ଵତନ୍ତ୍ର ‘ଚୟନ କମିଟି’ ଦ୍ୱାରା ସମସ୍ତ ବିଧିବିଧାନ, ସ୍ଵଚ୍ଛତା ଓ ଶାନ୍ତଶୃଙ୍ଖଳା ରକ୍ଷା କରି ଏହି ପ୍ରକ୍ରିୟା ଅତ୍ୟନ୍ତ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ବେଳେ ମନୋନୀତ ପ୍ରାର୍ଥୀମାନଙ୍କର ଆନୁଷ୍ଠାନିକ ଫଳାଫଳ ପ୍ରକାଶ କରାଯାଇଛି। ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାଗଣ: ଛାତ୍ରୀ ସଂସଦ ସଭାପତି: ସୁଶ୍ରୀ କାର୍ତ୍ତିକେଶ୍ୱରୀ ଦେବୀ
ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ନିର୍ବାଚନ ନୁହେଁ ‘ଚୟନ ପ୍ରକ୍ରିୟା’ରେ ଛାତ୍ରୀ ପ୍ରତିନିଧି ମନୋନୀତ














Leave a Reply