କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚିତ ସଭାପତି ବିମଳ କୁମାର ସାହୁ , ସାଧାରଣ ସଂପାଦକ ଜସ୍ମିନ ସାହୁ ଉପ ସଭାପତି ବିଜୟ କୁମାର ବାଗ ସହକାରୀ ସାଧାରଣ ସମ୍ପାଦକ ଚନ୍ଦନ କୁମାର ଭୋଇ , ସାଂସ୍କୃତିକ ସମ୍ପାଦକ ଗୁନମନି ସାହୁ ,ଠିମେଷ୍ଟିକ ସଂପାଦକ ତାରିଣୀ ହଂସ ,ଖେଳ ସଂପାଦକ ଦୁଷ୍ମନ୍ତ ସାହୁ ଙ୍କୁ ଭେଟି ସ୍ସ୍ୱାଗତ ସମ୍ଭର୍ଦ୍ଧନା କଲେ ଜିଲ୍ଲା ସାଧାରଣ ସଂପାଦକ ଭାଜପା ନୂଆପଡ଼ା ଅଭିନନ୍ଦନ ପଣ୍ଡା,ସାଧାରଣ ସଂପାଦକ ତୁଳସ ପଟେଲ ,ସୁନାଦେଇ ମଣ୍ଡଳ କାର୍ଯ୍ୟକାରୀ ସଭ୍ୟ ପୀତାମ୍ବର ଥାପା ,ପରମେଶ୍ୱର ମଣ୍ଡଲ ସାଧାରଣ ସଂପାଦକ ଯୋଗେନ୍ଦ୍ର କରୁଆଁ ,ବିଶ୍ୱଜିତ୍ ରାଉତ କଲେଜ ସଂସଦ ରେ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆହୁରି ସଙ୍ଗଠନ ମଜଭୁତ୍ କରିବାକୁ କହିଥିଲେ ।
କୋମନା ଛାତ୍ର ସଂସଦ ନିର୍ବାଚିତଙ୍କୁ ଭେଟିଲେ ଅଭିନନ୍ଦନ ପଣ୍ଡା















Leave a Reply