କଟକ : କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପାଳିତ ହେଲା କଳାଦିବସ । ଆଠଗଡ ଇତିହାସରେ ପ୍ରଥମ । ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ କଲେଜ ପରିଚାଳନା କମିଟି ଦ୍ୱାରା ନିୟୋଜିତ ସମସ୍ତ କର୍ମଚାରୀ ଓ ଅଧ୍ୟାପକଙ୍କୁ ପୂର୍ଣ୍ଣ ଅନୁଦାନ ଘୋଷଣା କରିବା ଦାବିରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ ।ଦୀର୍ଘଦିନ ଧରି ନ୍ୟାୟସଙ୍ଗତ ଦାବି ପାଇଁ ସଂଗ୍ରାମ କରୁଥିବା ଅଧ୍ୟାପକ ଓ କର୍ମଚାରୀମାନେ ଏବେ ନିରାଶ।
ଗୁରୁଙ୍କୁ ସମ୍ମାନ କେବଳ ଗୋଟିଏ ଦିନର ଉତ୍ସବରେ ନୁହେଁ—। ତାଙ୍କ ଅଧିକାର ଓ ନ୍ୟାୟସଙ୍ଗତ ସଙ୍ଘ ଦାବି କରିଛି।
ପୂର୍ଣ୍ଣ ଅନୁଦାନ ଦାବିରେ ଗୁରୁଦିବସ ବର୍ଜନ
















Leave a Reply