ଭୁବନେଶ୍ବର: ଆଜି ଭାଦ୍ରବ ଶୁକ୍ଲ ଚତୃଥୀ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା । ଏହି ପବିତ୍ର ଅବସରରେ ଜଗନ୍ନାଥ ପ୍ଲେସମେଣ୍ଟ ସେଣ୍ଟର , ଚନ୍ଦ୍ରଶେଖରପୁରସ୍ଥିତ କାର୍ଯ୍ୟ।ଳୟରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଅଗ୍ରପୂଜ୍ୟଙ୍କ ପୂଜାରେ ଅଭିଷେକ ପଟ୍ଟନାୟକ , ତନ୍ମୟ କୁମାର ସିଂହ , ସୁଶାନ୍ତ କୁମାର ରାଉତ , ଜିଲୁ ମହାଭୋଇ , ବିଶ୍ଵଜିତ ଦଳାଇ, ପୁଷ୍ପାଞ୍ଜଳି କର , ରୋଜାଲିନୀ ସାହୁ ଓ ଆଶାରାଣୀ ରାହୁଳ ପ୍ରମୁଖ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ ।
ଜଗନ୍ନାଥ ପ୍ଲେସମେଣ୍ଟ ସେଣ୍ଟର କାର୍ଯ୍ୟ।ଳୟରେ ଗଣେଶ ପୂଜା ମହାସମାରୋହରେ ପାଳିତ
















Leave a Reply