ନୂଆଦିଲ୍ଲୀ:ନନ୍ଦିଗ୍ରାମ ଉପନିର୍ବାଚନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା ଲାଗିଛି। କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି ରାଜ୍ୟ ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାତ୍ର ସୁପ୍ରିମକୋର୍ଟ ମାମଲାର ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏହି ଆବେଦନକୁ ନେଇ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ (ସିଜେଆଇ) କ୍ଷୁବ୍ଧ ହୋଇଛନ୍ତି। କୋର୍ଟ ଆପଣଙ୍କୁ ଆଶ୍ବସ୍ତ କରିଦେବାକୁ ଚାହାନ୍ତି ଯେ ଏହି ମାମଲାକୁ ଖାରଜ କରିଦିଆଯିବ। ମାତ୍ର ଆସନ୍ତା କାଲି ନୁହେଁ, ୫ରେ ଶୁଣାଣି କରି ଖାରଜ କରାଯିବ। ୬ରେ ନନ୍ଦିଗ୍ରାମରେ ଉପନିର୍ବାଚନ ହେବ।
ନନ୍ଦିଗ୍ରାମ ଉପନିର୍ବାଚନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା














Leave a Reply