ଚଣ୍ଡିଗଡ଼ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ କେଏଲ୍ ରାହୁଲଙ୍କ ଧମାକାଦାର ଅପରାଜିତ ଶତକ

ଚଣ୍ଡିଗଡ଼: ଶନିବାର ନ୍ୟୁ ଚଣ୍ଡିଗଡ଼ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ କେଏଲ୍ ରାହୁଲଙ୍କ ଧମାକାଦାର ଅପରାଜିତ ଶତକ ଭାରତକୁ ଗଭୀର ସଙ୍କଟରୁ ଉଦ୍ଧାର କରିଛି। ୮୭ ବଲ୍‌ରୁ ଅପରାଜିତ ୧୨୯ ରନ୍ କରି ରାହୁଲ ନିଜର ନବମ ଦିନିକିଆ ଶତକ ପୂରଣ କରିବା ସହ ଭାରତକୁ ୫୦ ଓଭରରେ ୩୫୧/୭ର ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି।

Leave a Reply

Your email address will not be published. Required fields are marked *